This is the official channel of Entertainer | Host | Emcee | Compere | Anchor Subham .


Welcome To My Channel Friends .

Hi !! I am Subham. My channel is about my food travel vlogs , lifestyle vlogs etc as by time to time I try to post different different content to entertain you all .

I m an anchor /tv host/tv presenter , Compare along with a healthy dose of Travel and Food Vlogger !


I post new Videos frequently so Subscribe to my channel and show your support by clicking on the like button and spread love through sharing my videos with others .


Follow me on on Facebook , Instagram ,Twitter and join in on the conversation!

My thoughts and opinions are always all my own!



Anchor Subham

ଶୁଖୁଆ କେତେ ଭଲ ଲାଗେ?
https://youtu.be/gjyJdwMsQOM?si=YwCv3...

4 months ago | [YT] | 297

Anchor Subham

ଛାଡ଼ଖାଇ ପାଇଁ କଣ କଣ ସବୁ ଭାବିଛନ୍ତି! !
Took my maa to a big restaurant
⬇️⬇️

https://youtu.be/27-AaFKanW4

ଦେଖି ପାରିବେ ଏଇ ଭିଡ଼ିଓଟି ସମୟ ମିଳିଲେ

7 months ago | [YT] | 333

Anchor Subham

Dekhileni ??

11 months ago | [YT] | 81

Anchor Subham

ଜୟ ଜଗନ୍ନାଥ, ମହାପ୍ରଭୁଙ୍କ କୃପା କରୁଣାରୁ ମୋତେ ଏମିତି କିଛି ଅନୁଭବ ହେଲା ଯାହା ନା କଥା ନା କବିତା ନା କୌଣସି ଅନ୍ୟ ଅର୍ଥରେ ବୁଝେଇ ହେବ କେବଳ ମାନିଲେ ବିଶ୍ୱାସ ହେବ ନହେଲେ ନାଇଁ, ଆପଣଙ୍କ ସହ ଏମିତି କିଛି ଘଟଣା ଘଟିଛି? ନା ଏଇ କେବଳ ମୋ ମନର ଭ୍ରମ, ନାଇଁ ନାଇଁ ଭ୍ରମ କହି ମହାପ୍ରଭୁଙ୍କୁ ମିଛ କହିବାର ସମର୍ଥ ନାଇଁ ମୋ ପାଖରେ ।

11 months ago | [YT] | 113

Anchor Subham

❤️✨🫶

1 year ago | [YT] | 15

Anchor Subham

Barsila Guli ✨🇮🇳
Jai hind | Bharat Mata Ki Jai

1 year ago | [YT] | 55

Anchor Subham

Jai Hind | Bharat Mata Ki Jai
This is New India
Katha nai sidha Kamo
This India Does NOT FORGET
This India DOES NOT FORGIVE

1 year ago | [YT] | 786

Anchor Subham

ବିଶ୍ୱାସ ନିଶ୍ଚୟ ଭଲ ଲାଗିବ

❤️🫶✨

1 year ago | [YT] | 50

Anchor Subham

ମହାପ୍ରଭୁଙ୍କର ଅପାର କରୁଣା, ଆପଣ ସମସ୍ତଙ୍କର ଆଶୀର୍ବାଦ ଆଉ ଭଲ ପାଇବାରୁ ମୁଁ ଏବଂ ମୋର ସବୁ ସାଥି ସୁରକ୍ଷିତ ଆଉ ଭଲ ଅଛୁ କିନ୍ତୁ ଦୁଃଖିତ ଆଉ ମର୍ମାହତ ଜାମ୍ମୁ ଆଉ କାଶ୍ମୀରରେ ଘଟିଥିବା ଦୁର୍ଘଟଣା ଏବଂ ଆତଙ୍କବାଦୀଙ୍କ ବର୍ବରତା ପାଇଁ, କିଛି ଦିନ ପୂର୍ବରୁ ହିଁ ଆମେ ଫେରିଛୁ ଜାମ୍ମୁ ରୁ କିନ୍ତୁ ସତରେ କହୁଛି ଯେତେ ଯାଏଁ ଏମିତି ଆତଙ୍କବାଦୀ ମାନେ ଧର୍ମ ନାମରେ ହତ୍ୟା କରୁଥିବେ ସେତେ ଯାଏଁ ଜାମ୍ମୁ ଆଉ କାଶ୍ମୀରରେ ଯେତେ ପ୍ରଗତି ଘଟିଲେବି କିଛି ଲାଭ ନାଇଁ, ପ୍ରଥମେ ସୁରକ୍ଷା ଆଉ ଶାନ୍ତି ତା ପରେ ଆଉ ଯାହା କିଛି, ଜୟ ଜଗନ୍ନାଥ

1 year ago | [YT] | 1,156