ଜୟ ଜଗନ୍ନାଥ 🙏

ସମସ୍ତ ଙ୍କୁ ବହୁତ ବହୁତ ସାରା ସ୍ୱାଗତ ଆମ ଏହି free online coaching channel କୁ l 🎓 CHSE Education Centre/study with rohi – ଓଡ଼ିଶା +2 ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ଅନଲାଇନ୍ ଶିକ୍ଷା ଉଦ୍ୟମ ! ଆମ ଏହି channel ରେ+2 1st year & 2nd year, +3 all class free ରେ ପାଇପାରିବେ l ଆମର ଲକ୍ଷ୍ୟ ହେଉଛି 100% ସଫଳତା !


ଆମ ଚାଁନେଲ ର ଲକ୍ଷ୍ୟ :- ପରିଶ୍ରମ କରିବା ଏବଂ ସଫଳତା ର ଶୀର୍ଷ ରେ ପହଞ୍ଚିବା l

Notes pdf ପାଇବା ପାଇଁ
👉ଆମ Teligram Group :- ରେ join ହୁଅନ୍ତୁ
t.me/+htd0rwkkP9xhMTU1
'Study with rohi'




ଧନ୍ୟବାଦ... 🙏❤️


study with rohi

"ରଙ୍ଗର ଏହି ପବିତ୍ର ପର୍ବ ହୋଲି ଅବସରରେ ମୋ ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ତୁମ ଜୀବନ ଜ୍ଞାନର ରଙ୍ଗରେ ଭରିଯାଉ।"

2 months ago | [YT] | 2

study with rohi

Happy new year to all my dearest students..

❤️

ହନୁମାନ ଦାଦା ସମସ୍ତଙ୍କ ଜୀବନ ରେ ଆନନ୍ଦ ଭରି ଦିଅନ୍ତୁ ଏହି ନୂତନ ବର୍ଷ ସମସ୍ତ ଙ୍କ ପାଇଁ ଭଲ ରେ କଟୁ... ଜୟ ଶ୍ରୀ ରାମ 🚩🙏❤️

4 months ago | [YT] | 4

study with rohi

"Happy Children’s Day to all my shining stars🌟 keep growing!"

6 months ago | [YT] | 4

study with rohi

ପିଲାମାନେ କିଏ କେଉଁ year ର ?

7 months ago | [YT] | 0

study with rohi

Happy Rathayatra to all my dearest students.. 🙏

🙏Jay jaganath 🙌

11 months ago | [YT] | 13

study with rohi

+2 second year ର subject wise class start କରିବା କି ?

1 year ago | [YT] | 0

study with rohi

ଆଜି ର Exam କେମିତି ହେଲା ?

1 year ago | [YT] | 10

study with rohi

ତୁମେ +2 first year ପିଲା କି ?

1 year ago | [YT] | 7