🎵 SOULFUL SONG ALERT 🎵 ✨ “DARAMARA SUKU SUKU” ✨From the Most Anticipated Odia movie Ganda Bhairav 📅 Song Releasing in 2 Days (24 th June )▶️ Only on Babu Bhai Production YouTube Channel 🌟 Starring ~🔥 Versatile Actor Devasis Patra💫 Very Talented Sivani Sangita 🎵🎶Music Director- Gaurav Anand 🗒️Lyricst - Bapu Goswami 🎙️Singer - Satyajeet Pradhan Choreographer- Amit Nayak Producer - Ramesh Barik Banner - RR events & Cine Production Music On - BABU BHAI PRODUCTION ❤️ Get ready to witness a soulful melody of the year that will touch your heart. 🔔 Stay Tuned & Subscribe to Babu Bhai Production🎬 Ganda Bhairav #DaramaraSukuSuku#DevasisPatra#SivaniSangita#BabuBhaiProduction #rreventsandcineproduction
Ollywood Update
ବିଦ୍ୟୁତ ଲାଇନ୍ ପଛରେ ଥିବା ଅଜଣା ସଂଘର୍ଷର କାହାଣୀ।
'ଲାଇନ୍ ବାଲା'
୧୦ ଜୁଲାଇ ୨୦୨୬ରୁ ସାରା ଓଡ଼ିଶାର ପ୍ରେକ୍ଷାଳୟରେ।
#LineBala #OllywoodUpdate #OdiaCinema #InspiredByATrueStory #ComingSoon
2 weeks ago | [YT] | 5
View 0 replies
Ollywood Update
ଗାଳ୍ପିକ ଶଙ୍କର ତ୍ରିପାଠୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର 'ଗଣ୍ଡ ଭୈରବ'।
ଦେବାଶିଷ ପାତ୍ର ଓ ଶିବାନୀ ସଙ୍ଗୀତାଙ୍କ ଦମଦାର ଅଭିନୟରେ ଆସୁଛି ଏକ ଭିନ୍ନ ସ୍ୱାଦର କାହାଣୀ।
🎬 ୧୬ ଜୁଲାଇ ୨୦୨୬ରୁ ସାରା ଓଡ଼ିଶାର ପ୍ରେକ୍ଷାଳୟରେ।
#GandaBhairav #OllywoodUpdate #DevesisPatra #ShivaniSangeeta #BabuBhaiProduction
2 weeks ago | [YT] | 3
View 0 replies
Ollywood Update
ଗାଳ୍ପିକ ଶଙ୍କର ତ୍ରିପାଠୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସକୁ ଆଧାର କରି ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ଗଣ୍ଡ ଭୈରବ'।
ରମେଶ ବାରିକଙ୍କ ପ୍ରଯୋଜନା ଏବଂ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ, ଦେବାଶିଷ ପାତ୍ରଙ୍କ ଏକ ଭିନ୍ନ ଅବତାର ଓ ଶିବାନୀ ସଙ୍ଗୀତାଙ୍କ ଦମଦାର ଅଭିନୟରେ ପ୍ରସ୍ତୁତ ହୋଇଛି ଏହି ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର।
ଆସନ୍ତା ୧୬ ଜୁଲାଇ ୨୦୨୬ରୁ ସାରା ଓଡ଼ିଶାର ପ୍ରେକ୍ଷାଳୟରେ। 🎬
#GandaBhairav #OllywoodUpdate #Devesispatra #Babubhaiproduction #sivanisangita
2 weeks ago | [YT] | 4
View 0 replies
Ollywood Update
Certified UA 13+ ✅
#TheMilletDiary arrives in cinemas on 16th July 2026 This Ratha Yatra 🌾🎬
Mark your calendars!
#TheMilletDiary #OdiaCinema #UA13+ #InCinemasJuly16 #RathaYatraRelease
2 weeks ago | [YT] | 1
View 0 replies
Ollywood Update
ଓଡ଼ିଆ ସିନେମା 'ଗଣ୍ଡ ଭୈରବ' – କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି। ଶ୍ରୀଜଗନ୍ନାଥଙ୍କ ମହିମା, ଭକ୍ତିର ଶକ୍ତି ଓ ଓଡ଼ିଆ ସଂସ୍କୃତିର ଏକ ଅଭୂତପୂର୍ବ ଚଳଚ୍ଚିତ୍ର।
ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀମନ୍ଦିରରେ ଅବଢ଼ା ବୋଝିଆ ଭାବେ ସେବା କରୁଥିବା ଏକ ସାଧାରଣ ଯୁବକଙ୍କ ଅସାଧାରଣ ସଂଘର୍ଷ, ଭକ୍ତି, ତ୍ୟାଗ ଓ ଆତ୍ମବିଶ୍ୱାସର କାହାଣୀ ହେଉଛି 'ଗଣ୍ଡ ଭୈରବ'।
Movie Name - GANDA BHAIRAV ( ଗଣ୍ଡ ଭୈରବ )
Banner Name - RR EVENTS & CINE PRODUCTION
Producer - RAMESH BARIK
Director- SUDHANSHU MOHAN SAHOO
Story , Screenplay & Dialogue - SANKAR TRIPATHY
Music- GAURAV ANAND
LYRICS : NIRMAL NAYAK,
J.P. WORDSMITH, BAPU GOSWAMI
Singer - Humane Sagar, , Satyajeet, Gaurav Ananad Ananya Pritam Nanda ,Lipsa Mohapatra, Rupak Parida
DOP- RUDRAKANTA SINGH & SUBRAT KUMAR KHATOII
Editor - RAJESH DASH
Choreographer- AMIT NAYAK
Action Director- JUDO RAMU
Music On - Babu Bhai Production You Tube Channel
STAR CAST-
Devasis Patra, Sivani Sangita , Ananya Mishra, Chaudhury Bikash Das, KK , Pruthviraj, Soma Bhoumik, Sambhu, Santu Nije , Nitia Na ,Asit, Salabega & others
IN CINEMAS THIS 16 TH JULY (RATHA YATRA ) ALL OVER ODISHA
JAI JAGANNATH
#gandabhairav #RREventsAndCineProduction #devasispatra #BabuBhaiProduction #rathayatra
2 weeks ago | [YT] | 6
View 0 replies
Ollywood Update
🏆 ଚଳଚ୍ଚିତ୍ର 'ପାବାର' ପାଇଁ ତନ୍ମୟ ମହାନ୍ତି ୨୦୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। ❤️👏
#TanmayMohanty #Pabar #StateFilmAwards #OllywoodUpdate #Babushaan
2 weeks ago | [YT] | 27
View 0 replies
Ollywood Update
👑 A × S = A² 👀
The speculation starts now... 🔥
📢 Big Announcement in July 2026.
#RAJA2027 #Ollywood #OdiaCinema #BigAnnouncement #StayTuned
2 weeks ago | [YT] | 6
View 0 replies
Ollywood Update
🎵 SOULFUL SONG ALERT 🎵
✨ “DARAMARA SUKU SUKU” ✨From the Most Anticipated Odia movie Ganda Bhairav
📅 Song Releasing in 2 Days (24 th June )▶️ Only on Babu Bhai Production YouTube Channel
🌟 Starring ~🔥 Versatile Actor Devasis Patra💫 Very Talented Sivani Sangita
🎵🎶Music Director- Gaurav Anand
🗒️Lyricst - Bapu Goswami
🎙️Singer - Satyajeet Pradhan
Choreographer- Amit Nayak
Producer - Ramesh Barik
Banner - RR events & Cine Production
Music On - BABU BHAI PRODUCTION
❤️ Get ready to witness a soulful melody of the year that will touch your heart.
🔔 Stay Tuned & Subscribe to Babu Bhai Production🎬 Ganda Bhairav
#DaramaraSukuSuku #DevasisPatra #SivaniSangita #BabuBhaiProduction
#rreventsandcineproduction
3 weeks ago | [YT] | 4
View 0 replies
Ollywood Update
🙏✨ ଜୟ ଜଗନ୍ନାଥ ✨🙏
ବହୁ ପ୍ରତୀକ୍ଷିତ ଆନିମେଟେଡ୍ ଫିଲ୍ମ "ମହାପ୍ରଭୁ ଜଗନ୍ନାଥ" ର ଟ୍ରେଲର ମୁକ୍ତିଲାଭ କରିଛି।
🎬 Trailer Out Now
📅 In Cinemas From 10 July 2026
#MahaprabhuJagannath #JayJagannath #OdiaCinema #IndianAnimation #OllywoodUpdate
3 weeks ago | [YT] | 2
View 0 replies
Ollywood Update
📰 ସାରା ଓଡ଼ିଶାର ଖବରକାଗଜରେ ଚର୍ଚ୍ଚାରେ — ଗଣ୍ଡ ଭୈରବ
ଭିନ୍ନ ସ୍ୱାଦର ଏକ ମୌଳିକ କାହାଣୀ — ଗଣ୍ଡ ଭୈରବ।
ଭକ୍ତିର ବିଶ୍ୱାସ... ଭାବନାର ସ୍ପର୍ଶ... ଶକ୍ତିର ଗର୍ଜନ... କ୍ରୋଧର ଜ୍ୱାଳା... ପ୍ରତିଶୋଧର ସଙ୍କଳ୍ପ...
ଏବଂ ଏକ ଏପରି କାହାଣୀ, ଯାହା ଦର୍ଶକଙ୍କ ମନରେ ଦୀର୍ଘଦିନ ପର୍ଯ୍ୟନ୍ତ ଛାପ ଛାଡ଼ିଯିବ।
🎬 ଜୁଲାଇ ୧୬ ରୁ ସାରା ଓଡ଼ିଶାରେ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ।
( ଖବରକାଗଜରେ ପ୍ରକାଶିତ ରିପୋର୍ଟ ଆଧାରରେ )
#GandaBhairava #DevasisPatra #RREventsAndCineProduction #OllywoodUpdate #OdiaCinema
3 weeks ago | [YT] | 2
View 0 replies
Load more