❤️ଜୟ ଜଗନ୍ନାଥ ସାଂଗମାନେ🥰🙏 Target-1 Million Subscribers❤️
👉ପ୍ରତିଦିନ ଆମେ ସଂଧ୍ୟା 7 ଟାରେ Shorts Video Upload କରୁ🙏ଆଉ ଆମେ ବହୁତ୍ କଷ୍ଟ କରି ଭିଡିଓ ବନାଉ,ଦୟାକରି ମୋ ଭିଡିଓ ସବୁକୁ ନିଶ୍ଚୟ ଦେଖିବେ ଓ ମତାମତ କମେଣ୍ଟରେ ନିଶ୍ଚୟ ଜଣାଇବେ🙏
🙏 ସରଳ,ସହଜ ଏବଂ ପ୍ରାମାଣିକ ଓଡିଆ ଓ ଭାରତୀୟ ରେସିପି :)
ମୁଁ ରେସିପି ଭିଡିଓ ତିଆରି କରେ ଓ ତା ସହିତ ନିଜ ଘରର ନିତି ଦିନିଆ ଘଟଣା ବି ଆପଣକୁ ଜଣାଏ🙏ମୋ ଚ୍ୟାନେଲ ମୁଖ୍ୟତ ଓଡିଆ ରୋଷେଇ ଉପରେ ଆଧାରିତ । ମୁଁ ଦିଲ୍ଲୀ ପାଖ ନୋଏଡାରେ ରୁହେ । ମୋର ଦୁଇ ପୁଅ ହିତେଶ୍ ଓ ସୋମେଶ୍ | ଜ୍ଞାନ ବାବୁ ମିଡିଆରେ job କରନ୍ତି ।

ଦୟାକରି ମୋ ଚ୍ୟାନେଲକୁ Like, Share,Comment ଏବଂ Subscribe ନିଶ୍ଚୟ କରନ୍ତୁ | Your Support is Motivating me to Create Videos❤️

ସାଂଗମାନେ ଦୟାକରି Support କରନ୍ତୁ🥰🙏

For Collaboration - teetlifoodsbusiness@gmail.com

Note: We don’t promote betting and trading applications🙏


Teetli foods

ହସ ଆଉ ସମସ୍ତଙ୍କୁ ହସାଅ😍ଏଇତ ଜୀବନ❤️ #post #youtube

6 hours ago | [YT] | 937

Teetli foods

ଏଇ Challenge କରେଇ ଜ୍ଞାନବାବୁ ଆଜି ନାମ ନେଲେ କେମିତି?😩😭👉youtube.com/shorts/z5YEi2BqFi...

9 hours ago | [YT] | 469

Teetli foods

ଆମ ତିନି ଜଣଙ୍କ ଭିତରେ ଏଇ ଅଦ୍ଭୂତ Triple Challenge କିଏ ଜିତିଲା?😱👉youtube.com/shorts/wlUAh6P8Cr...

1 day ago | [YT] | 1,992

Teetli foods

Mango eating challenge ରେ Winner କୁ Gift କ’ଣ ମିଳିଲା?😍👉youtube.com/shorts/888A0augZt...

2 days ago (edited) | [YT] | 1,871

Teetli foods

Brother’s Day ରେ Somu Hitesh କୁ ହଇରାଣ କେମିତି କଲା?😭👉youtube.com/shorts/-MifsFYg4r...

3 days ago | [YT] | 3,009

Teetli foods

Happy Brother’s Day ସାଙ୍ଗମାନେ❤️🙏 ଆଜି ନିଜ ଭାଇକୁ ନିଶ୍ଚୟ Wish କରିବେ🥰 #post #viral #brother

3 days ago | [YT] | 16,916

Teetli foods

ଶେଷ Rabidi Icecream ଟା କିଏ ଚୋରି କରି ଖାଇଲା?😳 👉youtube.com/shorts/0JTPRQzPQO...

4 days ago | [YT] | 1,702

Teetli foods

Somu କୁ ଆଜି ଖାଲି ଭାତ କାହିଁକି ଖାଇବାକୁ ଦିଆହେଲା?😳👉youtube.com/shorts/-8W38BCLOc...

5 days ago | [YT] | 1,986

Teetli foods

ଜୀବନର ସବୁଠାରୁ ବଡ଼ ଦୁଃଖ😭Please Help😩
👉youtube.com/shorts/A74s0Sc5VD...

6 days ago | [YT] | 2,896

Teetli foods

900K ହେଲାପରେ ବି ଆଜି ଆମେ ବହୁତ୍ ଦୁଃଖି କାହିଁକି?😭👉youtube.com/shorts/-BJPpDZzmm...

1 week ago | [YT] | 2,473