Namaskar and Welcome to Sinhanada News

– Your Voice, Your News

We bring you the latest and most accurate updates from Odisha, India, and around the world. From politics to local stories, breaking news to special reports, we aim to keep you informed and aware.

📌 Subscribe to stay updated with real-time news
📰 We cover:
Odisha local news
National headlines
Political discussions
Public interest stories

🎯 Our goal: Independent, bold, and honest journalism.
Are you looking for fast, accurate, and fearless news?
Here, we bring you the top headlines, local news from Odisha, and honest political updates — without any bias.

Subscribe now and hit the bell icon to stay updated with what's really happening around you.
📢 Sinhanada News – Awaaz Aapki, Khabar Hamari!

Thank you for your support — Jai Jagannath!"
For business or media inquiries: [itssinhanada2025@gmail.com]
#sinhanadanews #SinhanadaNews #sinhanadanews_odisha



Sinhanada News

ପଂଚାୟତ ନିର୍ବାଚନ ରେ କିଏ ବାଜି ମରିବ କମେଣ୍ଟ କରନ୍ତୁ

17 hours ago | [YT] | 1

Sinhanada News

ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଦେଶରେ ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍‌ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତିମାନଙ୍କରେ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଅନୁପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶାସନକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାବଳୀ-

✅ ଅତି ଆବଶ୍ୟକ ନ ହେଲେ ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଭର୍ଚୁଆଲ ମୋଡ୍‌ରେ କରାଯିବ। ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ନ ଥିବା କ୍ଷେତ୍ରରେ ଅଧିକାରୀ ଓ କର୍ମଚାରୀମାନେ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେବେ।
✅୧ ଜୁନ୍ ୨୦୨୬ ଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କିଣାଯିବାକୁ ଥିବା ସମସ୍ତ ଦୁଇ ଚକିଆ ଓ ଚାରି ଚକିଆ ଯାନ ବୈଦ୍ୟୁତିକ ଯାନ (EV) ହୋଇଥିବା ବାଧ୍ୟତାମୂଳକ। ସେହିଭଳି, ଜୁନ୍ ପହିଲାରୁ ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ EV ହେବା ବାଧ୍ୟତାମୂଳକ କରାଯିବ ।
✅ ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ, ଅର୍ଥାତ୍ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ।
✅ ଦୂରସ୍ଥାନକୁ ପରିଦର୍ଶନରେ ଯିବାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ୱା ରେଳଯାତ୍ରା କରିବେ।
✅ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ।

5 days ago | [YT] | 2

Sinhanada News

ପଖାଳ ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା .....
#pakhaladivas ##news #pakhaldivas #pakhalabhat #pakhalarecipe #pakhalarecipe




No file chosen

2 months ago | [YT] | 5

Sinhanada News

ଆଉ ନାହାନ୍ତି କଣ୍ଠ ଶିଳ୍ପୀ ତଥା ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର। ଦୀର୍ଘ ଦିନ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସା ହେବା ପରେ 54 ବର୍ଷରେ ଆଖି ବୁଜିଛନ୍ତି ଅଭିଜିତ। ଦୀର୍ଘ ଦିନ ହେବ ଲିଭର ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ ସେ। ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଦାଦା ଭାବରେ ପରିଚିତ ଏହି ସଂଗୀତ ନିର୍ଦେଶକ ଓଡ଼ିଆ ସଂଗୀତ ଜଗତ ପାଇଁ ଭେଟି ଦେଇଛନ୍ତି ଅନେକ ହିଟ ଗୀତ. ପୂଜା ଭଷାଣି ହେଉ କି ମେଳା ମହୋତ୍ସବ ସବୁଠାରେ ଶୁଣିବାକୁ ମିଳୁଥିଲା ତାଙ୍କର ସ୍ୱର। ଏମିତି କି ନିର୍ବାଚନୀ ଗୀତ ପାଇଁ ବି ବେଶ ଲୋଡ଼ା ପଡ଼ନ୍ତି ଦାଦା । ଓଡ଼ିଆ ସଂଗୀତ ଜଗତର ସେ ମେଲୋଡି କିଙ୍ଗ ଭାବେ ପରିଚିତ ଥିବା ସହ ଅନେକ ଦଶନ୍ଧି ଧରି ନିଜ ଗୀତରେ ବାନ୍ଧି ରଖିଥିଲେ ଓଡ଼ିଆ ଦର୍ଶକଙ୍କୁ। ସମ୍ବଲପୁରୀ ଗୀତରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ ମଜୁମଦାର ଅନେକ ଆଲବମ ଏବଂ ସିନେମା ଗୀତରେ କରିଛନ୍ତି କାର୍ଯ୍ୟ। ସିନେମା କାଶିଆ କପିଳାରେ ଦେଖାଇଥିଲେ ନିଜ ଯାଦୁଗରୀ । ପରେପରେ ରଖିବ ଯଦି ମାରିବ କିଏ, ତୋ ବିନା ଭଲ ଲାଗେନା, ଶଶୁର ଘର ଜିନ୍ଦାବାଦ ଆଦି ସିନେମା ତାଙ୍କ ଗୀତ ପାଇଁ ସାଜିଥିଲା ବିରାଟ ମାଇଲଖୁଣ୍ଟ । ତୁ ଥା ମୁଁ ଯାଉଛି ରୁଷି ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଆନ୍ତି ଦାଦା । ପରେପରେ ତାଙ୍କ ଗୀତକୁ ମ୍ୟାଚ କଲା ଭଳି ବ୍ୟାକ ଟୁ ବ୍ୟାକ ସିନେମା ଆସେ ବାଳୁଙ୍ଗା ଟୋକା, ମ୍ୟାଟ୍ରିକ ଫେଲ, ରଙ୍ଗିଲା ଟୋକା, ଲଭ ମାଷ୍ଟର ଓ ଜଗୁ ଅଟୋବାଲା, ଚଉକା ଛକା, ଡାହା ବାଳୁଙ୍ଗା, ଆମେ ତ ଟୋକା ଷଣ୍ଢ ମାର୍କା, ଭଳି ସିନେମା ଯାହାର ସିନେମା କାହାଣୀ ଅପେକ୍ଷା ଗୀତ ଅଧିକ ଭାଇରାଲ ହୁଏ । ଗୋଟିଏ କି ଦୁଇଟି ନୁହେଁ ପାଖାପାଖି 700 ରୁ ଉର୍ଦ୍ଧ ଗୀତରେ ସଂଗୀତ ନିର୍ଦେଶନା ଦେଇଛନ୍ତି ସେ। କେବଳ ଏତିକି ନୁହେଁ ଅନେକ ଯୁବ କଣ୍ଠଶିଳ୍ପୀ ମଧ୍ୟ ନିର୍ମାଣ କରିଛନ୍ତି। ଅଭିଜିତଙ୍କ ଅକାଳ ବିୟୋଗରେ ଓଲିଉଡ଼ ଜଗତରେ

4 months ago | [YT] | 9

Sinhanada News

7 months ago | [YT] | 1

Sinhanada News

7 months ago | [YT] | 18

Sinhanada News

ନୂଆପଡ଼ା ଉପ ନିର୍ବାଚନରେ କେଉଁ ଦଳର ହେବ ବାଜିମାତ ??

7 months ago | [YT] | 36

Sinhanada News

😂

8 months ago | [YT] | 21

Sinhanada News

.

8 months ago | [YT] | 4

Sinhanada News

ଭାରତର ସବୁଠାରୁ ବଡ଼ ରାଜ୍ୟ କଣ (କ୍ଷେତ୍ରଫଳ ଅନୁସାରେ)?

8 months ago | [YT] | 12