ZEE Odisha News is the pride of Odisha. The channel upholds the views and opinions of the common man while bringing them news from all corners of the state. Zee Odisha goes beyond the regular news bulletin and creates informative content for the viewers.


ZEE Odisha News

3 weeks ago | [YT] | 53

ZEE Odisha News

1 month ago | [YT] | 15

ZEE Odisha News

ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି କାରଣରୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ତିନି ଦିନ ପାଇଁ ବନ୍ଦ...ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ୨୦ ରୁ ୨୨ ତିନି ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲା ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ.
#OdishaBreaking #Sambalpur #OdishaNews

1 month ago | [YT] | 4

ZEE Odisha News

🖍️ଆସନ୍ତା ୨୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟା
🖍️ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ନିର୍ମାଣର ହେବ ଶୁଭାରମ୍ଭ
🖍️ତିନୋଟି ଧଉରା କାଠକୁ ନେଇ ହେବ ରଥକାଠ ଅନୁକୂଳ
#RathaKatha #OdishaNews #AkshayaTritiya

1 month ago | [YT] | 28

ZEE Odisha News

ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା

ସମ୍ବଲପୁର ମଣ୍ଡଳର ବଲାଙ୍ଗୀର-ସମ୍ବଲପୁର ସେକ୍ସନରେ ନିରାପତ୍ତI ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନଗୁଡିକ ବାତିଲ।

ଟ୍ରେନଗୁଡିକ ବାତିଲ:
ଟ୍ରେନ ନମ୍ବର ୫୮୩୦୩/୫୮୩୦୪ ସମ୍ବଲପୁର-ଜୁନାଗଡ଼-ସମ୍ବଲପୁର ପାସେଞ୍ଜର
ଟ୍ରେନ ନମ୍ବର ୫୮୨୧୩/୫୮୨୧୪ ବିଳାସପୁର-ଟିଟଲାଗଡ଼-ବିଳାସପୁର ପାସେଞ୍ଜର
ଟ୍ରେନ ନମ୍ବର ୫୮୨୧୭/୫୮୨୧୮ ଟିଟଲାଗଡ଼-ରାୟପୁର-ଟିଟଲାଗଡ଼ ପାସେଞ୍ଜର ୧୭.୦୪.୨୦୨୬, ୧୮.୦୪.୨୦୨୬, ୨୭.୦୪.୨୦୨୬ ଏବଂ ୨୮.୦୪.୨୦୨୬ ରେ ଉଭୟ ଦିଗରୁ ବାତିଲ ରହିବ।
#BigBreaking

1 month ago | [YT] | 12

ZEE Odisha News

1 month ago | [YT] | 16

ZEE Odisha News

#ନବୀନ_ଯିବେ_ଦିଲ୍ଲୀ
📌୧୦ ତାରିଖରେ ଦିଲ୍ଲୀ ଗସ୍ତ କରିବେ ନବୀନ ପଟ୍ଟନାୟକ
📌ନବୀନ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଦିଲ୍ଲୀ ଯିବେ
📌ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ଏକ ଗୁରୁତର ହୃଦଘାତ ଅସ୍ତ୍ରୋପଚାର ହୋଇଥିବା ସୂଚନା
#Breaking #NaveenPatnaik #OdishaBreaking

1 month ago | [YT] | 17

ZEE Odisha News

#ପୀତବାସ_ହତ୍ୟା_ମାମଲା
📌ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
📌ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଅସମ୍ପୂର୍ଣ୍ଣ ରହିଛି
📌ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫ ତାରିଖକୁ ସ୍ଥଗିତ
#PitabasPanda #Breaking #OdishaNews

1 month ago | [YT] | 7