Welcome to SSM VLOG, where we capture all the fun, craziness, and love of our family adventures! Join us as we document our daily lives, travel experiences, and special moments. Subscribe now to never miss a video. Thank you for being a part of our journey! #FamilyVlog #SSMVLOG #Subscribe
SSM VLOG
ପ୍ରତ୍ୟେକ ମଣିଷର ଭିତରେ ଭଲ ଗୁଣ ଓ ଖରାପ ଗୁଣ ଦୁଇଟି ଥାଏ। କିନ୍ତୁ ବର୍ତ୍ତମାନ ଦୁଃଖର କଥା ହେଉଛି, ସମାଜରେ ଖରାପ ଗୁଣକୁ ଅଧିକ ପ୍ରଚାର ପ୍ରସାର କରାଯାଏ, ଯେଉଁଠି କି ଭଲ ଗୁଣକୁ ଅନେକ ସମୟ ଅବହେଳା କରାଯାଏ। ଯେଉଁ ମଣିଷ ନିଜର ଭଲ କାର୍ଯ୍ୟକୁ ନିଜେ ପ୍ରଚାର କରେ ତେବେ ସମାଜ ତାକୁ “ଭଲ ମଣିଷ” କହିଥାଏ କିନ୍ତୁ ଯେଉଁ ଲୋକ ନିଜର ଭଲ କାମକୁ ପ୍ରଚାର ପ୍ରସାର କରିନଥାଏ ତେବେ କେବଳ ତାଙ୍କ ଖରାପ ଦିଗ ଆଗକୁ ଆସିଥାଏ ତେଣୁ ସେମାନଙ୍କୁ ଏ ସମାଜ “ଖରାପ ମଣିଷ” ଭାବି ନେଇଥାଏ....ଏହା ନିରାଟ ସତ୍ୟ।
ତେଣୁ ମୁଁ କହିବି...ଆମ ଓଲିଉଡ ଜଗତର ଜଣାଶୁଣା ଗାୟକ ହ୍ୟୁମାନ ସାଗରଙ୍କର ବହୁତ କିଛି ଭଲ ଗୁଣ ଅଛି ଯାହାକି ସମାଜ ଠିକ୍ ଭାବରେ ଦେଖିନଥିଲା କି ସେ କେବେ ସେଗୁଡିକ ପ୍ରଚାର ପ୍ରସାର କରିନଥିଲେ...
୧. ସେ ଅନେକ ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି, କିନ୍ତୁ ଗଣମାଧ୍ୟମରେ କେବେ ଏହାକୁ ଆଣନ୍ତି ନାହିଁ...ଏହା ବି ତାଙ୍କର ବହୁତ ବଡ଼ ଭଲ ଗୁଣ।
୨. ସମାଜିକ କାମ କରୁଥିବା ଅନେକ ସଂସ୍ଥାକୁ ସେ ନିର୍ବାନ୍ଧା ଭାବରେ ସାହାଯ୍ୟ କରିଛନ୍ତି, କିନ୍ତୁ ସେ କେବେ ନିଜର କ୍ରେଡିଟ୍ ନେଇନାହାନ୍ତି....ଏହା ବି ତାଙ୍କର ବହୁତ ବଡ଼ ଭଲ ଗୁଣ।
୩. ଯଦି କେହି ତାଙ୍କ ପାଖରେ ଦୁଃଖରେ ବସିଥାଏ, ସେ ହସାଇବା ପାଇଁ ମଜାଳିଆ କଥା କୁହନ୍ତି...ଏହା ମଧ୍ୟ ତାଙ୍କର ଏକ ବଡ଼ ପଜିଟିଭ୍ ଗୁଣ।
୪. ସମାଜ ଧର୍ମକୁ ନେଇ ତାଙ୍କୁ ଯେପରି ବିବାଦରେ ଲଗାନ୍ତି, ସେ ଏହାର ପ୍ରତିକ୍ରିୟା ଦେବା ପାଇଁ ସେ କେବେ ଭୁଲ୍ ମନ୍ତବ୍ୟ ରଖନ୍ତି ନାହିଁ। ବିପରୀତରେ, ସେ ଅନେକ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଅନୁଦାନ ଦେଇଛନ୍ତି...ଯାହା ୨୦ ଜଣ ମିଶିଲେ ମଧ୍ୟ ଦେଇ ପାରନ୍ତି ନାହିଁ....କିନ୍ତୁ ସେ କେବେ ଏହାକୁ ପ୍ରଚାର କରିନାହାନ୍ତି।
୫. ଲୋକଙ୍କୁ ହସେଇ ମନ ଜିତିବାରେ ସେ ଅନ୍ୟତମ... ସାଧାରଣ ଏବଂ ମଜାଳିଆ ଭାଷାରେ ସେ ଯେକୌଣସିଙ୍କୁ ଖୁସି କରିପାରନ୍ତି।
୬. ଅନେକ ନୂଆ ପିଲାଙ୍କୁ ସେ ବିନା କୌଣସି ମୂଲ୍ୟରେ ଗୀତ ଗାଇ ସହଯୋଗ କରିଛନ୍ତି। ଏହା ତାଙ୍କର ଏକ ବହୁତ ଭଲ ମାନବିକ ଗୁଣ।
୭. କରୋନା ମହାମାରୀ ସମୟରେ ଓଡ଼ିଶା ମେଲୋଡି କଳାକାର ସଂଘକୁ ସେ ଏକମାତ୍ର ସେଲେବ୍ରିଟୀ ହିସାବ ରେ ଆର୍ଥିକ ସାହାଯ୍ୟ କରିଥିଲେ, ଯାହାଦ୍ଵାରା ଦୁର୍ଦ୍ଦିନ ରେ ଥିବା ମେଲୋଡି କଳାକାର ମାନେ ଉପକୃତ ହେଇଥିଲେ ।
ଏମିତି ତାଙ୍କର ଭଲ ଗୁଣ ଅସଂଖ୍ୟ, କିନ୍ତୁ ସେ ସେଗୁଡ଼ିକୁ ପ୍ରଚାର କରିଲେ ନାହିଁ। ବିପରୀତରେ, ତାଙ୍କର ଖରାପ ଦିଗଗୁଡ଼ିକୁ ଆଗକୁ ଆଣିବା ପାଇଁ ଜଣେ ଜଣେ ଶତୃ ଲୋକଙ୍କ କାମ ହୋଇଗଲା... ତାଙ୍କର ସବୁ ଭଲ କାମକୁ ପ୍ରଚାର ନକରିବା ମୋ ଦୃଷ୍ଟିରେ ତାଙ୍କର ସବୁଠୁ ବଡ଼ ଭୁଲଥଳ ଥିଲା ବୋଧହୁଏ...
ତଥାପି ମୁଁ ଭାବେ.... ଦୁନିଆରେ କେହି ଖରାପ ନୁହଁନ୍ତି.... କେମିତି ଦୃଷ୍ଟିରେ ଆମେ ତାଙ୍କୁ ଦେଖୁଛୁ....ସେଇଟା ହିଁ ମୁଖ୍ୟ।
ଶେଷରେ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା..� ହ୍ୟୂମାନ ଙ୍କ ଅମର ଆତ୍ମା ର ସଦଗତି ହେଉ🙏
ଜୟ ଶ୍ରୀ ଜଗନ୍ନାଥ ⭕ ❗ ⭕
#humanesagar #singerhumanesagar #humansagar #humanesagarnews #singer #ollywood #odiasinger #ollywood
7 months ago | [YT] | 5
View 1 reply
SSM VLOG
https://youtu.be/3J_XpB5jKwY?si=9jaEz... @ssmtutorial @ssmvlog @ssmshorstvideo please support me
1 year ago | [YT] | 0
View 0 replies
SSM VLOG
Please come and Join in the Class
1 year ago | [YT] | 3
View 0 replies
SSM VLOG
Please support me 🙏 👇👇👇👇youtube.com/live/fy612g49lkU?si=SZHIJ9PeL3npxzf0
1 year ago | [YT] | 2
View 0 replies
SSM VLOG
Thank you everyone 1K Subscriber completed
Please support to me more and more
1 year ago | [YT] | 5
View 3 replies
SSM VLOG
Please support me,👇👇👇👇
https://youtu.be/bfv1cyVHyGU?si=29_9r...
1 year ago | [YT] | 3
View 0 replies
SSM VLOG
If you are Interested then contact me
1 year ago | [YT] | 3
View 0 replies
SSM VLOG
Stone Heart
1 year ago | [YT] | 4
View 0 replies
SSM VLOG
https://youtu.be/ICF90uqXCwk?si=8u1tJ...
Subscribe it👆👆👆👋👋
1 year ago | [YT] | 3
View 0 replies
SSM VLOG
Please share it and support to him e
2 years ago | [YT] | 2
View 0 replies
Load more