ଶସ୍ତା VLOGGER🎀
Hey there! I’m Sailu, and welcome to Sailu Lity World 🌍💫
Here, every video is a mix of fun, energy, and real-life moments.
📸 Daily Vlogs – Sharing my everyday life, unfiltered & real
💃 Dance – Grooving to the beats that move the soul
🌍 Travel Diaries – Exploring new places, cultures & memories
😂 Funny Challenges & Pranks – Full-on entertainment & laughter
🧘♀️ Lifestyle – A little chaos, a little calm, all things me!
If you love positive vibes, fun content, and real personality, hit that Subscribe button and join the fam!
Let’s grow, laugh & live together – one video at a time! ❤️
SUSCRIBE MY CHANNEL AND KEEP THE NOTIFICATION BOTTON ON FOR MORE UPDATES .
DM/ E-Mail FOR BUSINESS QUERIES OR COLLABORATION : bishnupriyab999@gmail.com
SAILU LITY World
Happy ରଜ ମୋ YouTube family 🌸🧿
1 week ago | [YT] | 7,375
View 26 replies
SAILU LITY World
Full vlog 👇
https://youtu.be/aFzZRmeYmZc?si=flxvd...
1 month ago | [YT] | 4,992
View 23 replies
SAILU LITY World
Happy Mother’s Day 💖
ଜଣେ ମୋତେ ଜନ୍ମ ଦେଲେ,
ଆଉ ଜଣେ ମୋତେ ନିଜ ହୃଦୟରେ ଜାଗା ଦେଲେ।
ଜଣେ ମୋର ପ୍ରଥମ ଦୁନିଆ ହେଲେ,
ଆଉ ଜଣେ ମୋତେ ନିଜ ଦୁନିଆର ଅଂଶ କରିନେଲେ।
ମୁଁ ଖୁବ ଭାଗ୍ୟଶାଳୀ,
କାରଣ ମୋତେ ତୁମ୍ଭେ ଦୁହେଁର ଭଲପାଇବା, ଆଶୀର୍ବାଦ ଓ ଆପଣାପଣ ମିଳିଛି।
ମା’ ଓ ଶାଶୁ ମା’,
ତୁମ୍ଭେ ଦୁହେଁ ମୋ ଜୀବନର ସବୁଠୁ ସୁନ୍ଦର ଆଶୀର୍ବାଦ🌸
#sailulity #sasu #mother #maa❤️
1 month ago | [YT] | 4,982
View 14 replies
SAILU LITY World
ଆଜି ତୁମ କଥା ବହୁତ ମନେ ପଡୁଛି 🥹ତୁମକୁ ଛାଡି ଗୋଟିଏ ମୁହୂର୍ତ ମୁଁ ରହିପାରୁନି 🤌🏻 ତୁମେ ଥିଲେ ପାଖରେ ମୁଁ ଭୋକ ଭୁଲିଯାଏ ଆଉ ତୁମେ କର୍ମ କ୍ଷେତ୍ରକୁ ଚାଲିଗଲେ ବହୁତ miss କରେ 🥹
ଗେଟେ କଥା ପଚାରିବି ସତ କହିବ କାହିଁକି ତୁମେ ମତେଏତେ ଭଲପାଅ🫰🏻ମୋର ଟିକେ କଣ ହେଲେ ବ୍ୟସ୍ତ ହୋଇଯାଅ ??
1 month ago | [YT] | 4,667
View 15 replies
SAILU LITY World
Video Link 🔗— https://youtu.be/ozG8FFWhnIY?si=5JW5C...
2 months ago | [YT] | 2,629
View 6 replies
SAILU LITY World
ମୋ life ର ଦୁଇ pillars ମୋ ଭାଇ ଆଉ ମୋ ସ୍ବାମୀ ଜଣେ ମୋ Support system ଜଣେ ମୋ backbone 🧿🤌🏻
2 months ago | [YT] | 4,288
View 9 replies
SAILU LITY World
ଦେଖୁ ଦେଖୁ ୧ ବର୍ଷ ହୋଇଗଲା ❤️🩹
ଆମେ ୭ ବର୍ଷର ରିଲେସନ୍ଶିପ୍ ପରେ ବିବାହ କରିଥିଲୁ ଏବଂ 12/03/2025 ରେ ଆମର ବିବାହ ହୋଇଥିଲା। ଆଜିକୁ ଠିକ୍ ୧ ବର୍ଷ ପୂରା ହେଇଗଲା।
ଏବେ ମୁଁ ତୁମ ସହ ଗୋଟେ ନୂଆ ଜୀବନ ବଞ୍ଚୁଛି। ମୋ ପ୍ରତିଟି ନିଶ୍ୱାସରେ କେବଳ ତୁମେ ଅଛ, ମୋ ପ୍ରତ୍ୟେକ ପ୍ରାର୍ଥନାରେ ମଧ୍ୟ ତୁମେ ହିଁ ଅଛ। ଆମେ ଦୁଇଜଣେ ମାତ୍ର ❤️🩹
ତୁମକୁ ପାଇଲା ପରେ ମୋ ଜୀବନରେ ଆଉ କିଛି ଆଶା ନାହିଁ। ତୁମେ ଏହି ପୃଥିବୀର ସବୁଠୁ ସୁନ୍ଦର ମଣିଷ ମୋ ପାଇଁ। ତୁମେ ହିଁ ମୋ ଜୀବନ। ❤️
3 months ago | [YT] | 6,766
View 46 replies
SAILU LITY World
Full videos dekhilani ta ??
👇👇👇👇👇
https://youtu.be/ozG8FFWhnIY?si=li4OixutKyNjzANE
4 months ago | [YT] | 1,930
View 15 replies
SAILU LITY World
Manifesting this as our futureମୋ ପୁଅ ଝିଅ ନାଁ କଣ ଦେବି comment କର
4 months ago | [YT] | 4,468
View 41 replies
SAILU LITY World
Video ଦେଖିଲେଣି??
https://youtu.be/7Z3GMmSyKB8?si=Qhi9b...
5 months ago | [YT] | 2,695
View 1 reply
Load more