odisha news express

UDYAM-OD-04-0010272

👉 Odisha News Express ବରଗଡ଼ ର ନିର୍ଭୀକ ନ୍ୟୁଜ ଚେନାଲ ଆଏ
👉 ଇଥି ଖାଲି ବରଗଡ଼ ର ସଠିକ ଖବର ପାଏବେ

👉 ଆମର ଇ ନ୍ୟୁଜ ଚେନାଲ ବର୍ତ୍ତମାନ ବରଗଡ଼ ଜିଲ୍ଲା ର ଟିକି ନିକି ଖବର କେ ଫୋକସ କର୍ବାର କାମ କରୁଛେ । ଆସବାର ଦିନକେ ଧୀରେ ଧୀରେ ପୁରା ଓଡିଶା କେ କଭର କର୍ବାର ପ୍ଲାନ ରଖା ଯାଇଛେ। ହେତିର ଲାଗି ଚେନାଲ ର ନାଁ Odisha News Express ରଖା ଯାଇଛେ।

👉 ଆପଣ ଜଦି ବିଜ୍ଞାପନ କିମ୍ବା କୋଣସି ସମସ୍ୟା ବାବଦରେ ଆମକୁ ଜନାବାର ଚାହୁଁଚନ ବେଳେ 8280298740 ରେ କଲ କରି ପାରବେ।

👉 ବରଗଡ଼ ର ଟିକି ନିକି ଖବର ଜାନବାର ଲାଗି ଆମର ଇ ନ୍ୟୁଜ ଚେନାଲ କେ ସବ୍ସକ୍ରାଇବ କରୁନ ସେୟାର କରୁନ ଆଉ ଲାଇକ କର୍ବାର ନେ ଭୁଲବେ।

ସବୁ ନ୍ୟୁଜ ଦେଖୁ ଥିବାର ଲାଗି ଆପଣ ମାନକୁ ବହୁତ ବହୁତ ଧନ୍ୟବାଦ 🙏


odisha news express

ବରଗଡ଼ ବେସ୍ୟ ତେଲି ସମାଜ ତରଫ ରୁ ରେଲୱେ ଷ୍ଟେସନ୍ ରାସ୍ତାରେ କରାଗଲା ବୃକ୍ଷ ରୋପଣ କାର୍ଯ୍ୟକ୍ରମ....

#bargarh #news

17 hours ago | [YT] | 12

odisha news express

ବରଗଡ଼ ଟାଉନ୍ ସରକାରୀ ହସ୍ପିଟାଲେ ଡ୍ୟୁଟିରେ ଥିବାର୍ ଡାକ୍ତର୍ ସୁଦୀପ୍ତ ରାଉତଙ୍କର୍ ଉପରେ ଆକ୍ରମଣ ହେଇଥିବାର୍ ଅଭିଯୋଗ....

🔴 ଗଲା ରାତିର୍ 2 ବଜେ ଆଡ଼ର୍ ଘଟଣା ବୋଲି ସୂଚନା

1 day ago | [YT] | 32

odisha news express

ରାସ୍ତାରୋକ୍ କରି ଇଂଗଲିସ୍ ମଦ୍ ଦୁକାନ୍ ର ବିରୋଧ କଲେ ପଡ଼ାବାସି....
👇link YOUTUBE👇
https://youtu.be/IOS5W8l8_mo?si=9PCWU...

👇Link INSTAGRAM👇
www.instagram.com/reel/Da8Kx_nMI2W/?igsh=eDBzNHZ3Y…

👇link FACEBOOK👇www.facebook.com/share/v/1Cjiu9KAPi/

2 days ago | [YT] | 18

odisha news express

କାଏଁକରି କହେଲେ ଆସବାର୍ 14 ତାରିଖ୍ ସବୁ ବନ୍ଦ କରିଦେମୁ!?....
👇link YOUTUBE👇
https://youtu.be/VzHoh4nSOKk?si=pldJZ...

👇link INSTAGRAM👇
www.instagram.com/reel/DaUEoMPxc0x/?igsh=MTN0OWw4M…

👇link FACEBOOK👇www.facebook.com/share/v/1BdCSLpJ7X/

2 weeks ago | [YT] | 36

odisha news express

ଫୋଟୋ: ବରଗଡ଼ ସରକାରୀ ବସଷ୍ଟେଣ୍ଡ

କେତେ ବର୍ଷୁ ଦେଖି ଆସୁଛ ଏନ୍ତା!?

#odishanewsexpress #bargarhnews #bargarh #viral #RajSharma #news #viralpost

2 weeks ago | [YT] | 14

odisha news express

ରେଲି ମାଧ୍ୟମରେ ସଚେତନତା ବାର୍ତା ଦେଇ "ଡକ୍ଟର୍ସ ଡେ" ପାଳନ୍ କଲା ବିକାଶ ସ୍ପେଶାଲିଟି ହସ୍ପିଟାଲ୍...
👇link YOUTUBE👇
https://youtu.be/psLKOy4ZS3k?si=DQsfz...

👇link INSTAGRAM👇
www.instagram.com/reel/DaQZ_ZERvJR/?igsh=cHQ0emJ0b…

👇link FACEBOOK👇www.facebook.com/share/v/14gXN3L43sn/

2 weeks ago | [YT] | 9

odisha news express

ନାଲି ସିଧା ସିଧା ଯିବା କି ଇନୁ ବି ନାଲି ବାଁକ୍ କରି ଦିଆ ଯିବା!?

ଫୋଟୋ ଲୋକେସନ୍: ଗାନ୍ଧୀ ଛକ୍

ରାସ୍ତା ତରେ ନାଲି ଯଦି ବନା ଯାଉଛେ ବେଳେ ଇଟା ସ୍ୱାଗତ୍ ଯୋଗ୍ୟ ଆଏ ହେଲେ କାଁଣା ହେ ସୂତରୁ ଯାଇଥିବାର୍ ମାର୍କେଟ୍, କଲ୍ୟାଣ ମଣ୍ଡପ୍ ବାଉଣ୍ଡ୍ରି, କଲେକ୍ଟର୍ ଅଫିସ୍ ବାଉଣ୍ଡ୍ରି, ନାଲି ଷ୍ଟେଡିୟମ୍ ଆଡୁ ଯାଉଛେ ବେଳେ ଜବରଦଖଲ୍ ରେ ଅଛେ ବୋଲି କହାଯାଉଥିବାର୍ ଷ୍ଟେଡିୟମ୍ ମାର୍କେଟ୍ କମ୍ପ୍ଲେକ୍ସ କେ ବି କାଁଣା ଉଚ୍ଛେଦ୍ କରାଯିବା ତ!?

#odishanewsexpress #bargarhnews
#bargarh #RajSharma #news #viral #viralpost

2 weeks ago | [YT] | 15

odisha news express

27 ତାରିଖ୍ ରାସ୍ତାରେ ଉତ୍ରିବେ ଅନ୍ନଦାତା, ସରିଗଲା ନ ସବୁ ସଜବାଜ୍!
👇news link YOUTUBE👇
https://youtu.be/ewQaWvQNMYI?si=5nOYR...

👇news link INSTAGRAM 👇www.instagram.com/reel/DZ9DcSHtkYZ/?igsh=MWRzamhmM…

👇news link FACEBOOK👇www.facebook.com/share/v/18pHQc1Jmr/

3 weeks ago | [YT] | 27

odisha news express

ପୁରୋହିତ୍ ଜେନରାଲ୍ ହସ୍ପିଟାଲରେ ଉତ୍ତେଜନା!, ଭୁଲ୍ ଚିକିତ୍ସା ଲାଗି ରୋଗୀ ର ଜୀବନ୍ ପଳେଇ ଯାଇଥିବାର୍ ଅଭିଯୋଗ!...
👇NEWS LINK YOUTUBE👇
https://youtu.be/EgqqyxvY1Kc?si=DRQw-...

👇NEWS LINK INSTAGRAM👇www.instagram.com/reel/DZW5AzcvLXX/?igsh=MWRkaGg1Z…

👇LINK FACEBOOK👇www.facebook.com/share/v/1ArAknnpyd/

1 month ago | [YT] | 46