BS entertainment and News

Short movie , comedy, coversong all entertainment visual and news


BS entertainment and News

ତମେ ମତେ ignore କରି ଆଉଜଣଙ୍କୁ accept କଲ ସେଥିପାଇଁ ଏ ଆଖି ର ଲୁହ, ଛାତିରେ ଯନ୍ତ୍ରଣା, କଷ୍ଟ ଦେଲା ତାହା ନୁହେଁ ବରଂ ମୋ ସହ cheating କରି ମତେ ବହୁତ ବଡ଼ କଥା ଟେ ଲୁଚେଇ ଥିଲ ସେଥିପାଇଁ ଏ ଆଖିର ଲୁହ ବୋଲ ମାନୁନି ନାଁ ଛାତିରେ ଯନ୍ତ୍ରଣା ସହି ହେଉନି।finally ଯୋଉଠି ରୁହ ଯେମିତି ରୁହ ଯାହା ସହ ବି ରୁହ ଢେର୍ ସାରା ଖୁସି ରେ ରୁହ I am always supported

3 months ago (edited) | [YT] | 20

BS entertainment and News

କେବଳ ତମ ପାଇଁ ଯୋଉଠି ରୁହ ଭଲରେ ରୁହ ଖୁସି ରେ ରୁହ ବାସ ଖାଲି ଟିକେ ମନେ ରଖିଥିବ ଏ ବେଇମାନ ଅମଣିଷ କୁ

3 months ago | [YT] | 19

BS entertainment and News

ଓଡ଼ିଆଚଳଚ୍ଚିତ୍ର ବରବଧୂ ଦେଖିଲେଣି ନାଁ ନାହିଁ

3 months ago | [YT] | 23

BS entertainment and News

Advance happy new year 2026 ୨୦୨୫ ରେ କେତେ ବଡ଼ ବିପଦରୁ ମହାବାହୁ ବଞ୍ଚେଇ ଦେଲେ ଜୟ ଜଗନ୍ନାଥ ସଦାସର୍ବଦା ଆପଣଙ୍କ ର ଜୟ ହେଉ ସମସ୍ତ subscriber ଙ୍କୁ ମୋ ତରଫରୁ advance happy new year

5 months ago | [YT] | 45

BS entertainment and News

ଥରେ ନିଶ୍ଚିତ ପଢ଼ିବେ
ଆଜି ବାଟରେ ଆସୁଥିଲି ଗୋଟେ ଦୃଶ୍ୟ ମୋ ଆଖିରେ ପଡିଲା ।ଗୋଟେ ସାନଭାଇଟି ବାଟରେ ଅନେକ ଜଣ ଙ୍କୁ ଲିପ୍ଟ ମାଗୁଥିଲା କେହି ଲିଫ୍ଟ ଦେଉନଥିଲେ ପିଲାଟି ବହୁତ ଜୋରରେ କାନ୍ଦିକାନ୍ଦି ଆଗକୁ ଆଗକୁ ଚାଲୁଥାଏ ପିଲାଟିକୁ follow କରି କରି ପ୍ରାୟ ୧ କିଲୋମିଟର follow କରି ମନବୁଝିଲାଣି ପିଲାଟି ପାଖକୁ ଯାଇ କୋଉଠି ଯିବ ପଚାରିଲି । ପିଲାଟି କାନ୍ଦ କାନ୍ଦ ହୋଇ କହିଲା ଯାହା ମୁଁ ଅବାକ୍ ହେଇଗଲି ପିଲାଟି ଉତ୍ତର ଦେଇ କହିଲା ବଡ଼ଭାଇ ମୋ ଘର ଭଦ୍ରକ ବାସୁଦେବପୁର ପୁର ଆସିଥିଲି interview ପାଇଁ ପାଖରେ ଫୋନ ନାହିଁ ପର୍ସ ଟି ଗାଡିରୁ କେହି ଚୋରି କରିନେଇ ଯାଇଛି କେମିତି ଘରକୁ ଯିବି ଜାଣିପାରୁନି ଉତ୍ତର ରେ ମୁଁ ପଚାରିଲି ଭାଇ ଘରେ କିଏ କିଏ ଅଛନ୍ତି ପିଲାଟି କହିଲି ବାପା ମା କେହି ନାହାନ୍ତି ବୁଢ଼ିମା ପାଖରେ ବଢ଼ିଛି ବୁଢି ମା ପେନସନ ପ‌ଇସା ରଖି ରଖି ଦେଇଥିଲା ସେତକ ବି ଚୋରି ହେଇଗଲା ଖାଇବାକୁ ପ‌ଇସା ନାହିଁ ଏବଂ ଘରକୁ ଯିବାକୁ ପ‌ଇସା ନାହିଁ କେହି ଲିଫ୍ଟ ଦେଉନାହାନ୍ତି ମୁଁ ସବୁ ଶୁଣୁଥାଏ ସାନଭାଇ କୁ ଧରି ବସ୍ ଷ୍ଟାଣ୍ଡରେ ଛାଡି ତାଙ୍କ ହାତରେ ପର୍ସ ରେ ଥିବା ମୋଟ୍ ୫୦୦ଟଙ୍କା ଧରେଇ ଖୁସିରେ ବିଦାୟ ଦେଲେ ସାନଭାଇଟିର ର ସ୍ମିତହାସ୍ୟ ଦେଖି ଖୁସି ଲାଗିଲା ପ‌ଇସା ବଡ଼ କଥା ନୁହେଁ ମଣିଷ ପଣିଆ ବଡ଼ କଥା କଣ ଠିକ୍ କରିଛି ନାଁ? ଉତ୍ତର ଅପେକ୍ଷା ରେ ରହିଲି ଜୟ ଜଗନ୍ନାଥ

6 months ago | [YT] | 8

BS entertainment and News

youtube.com/shorts/VtKOd6Xsfb... ରେ ବାତ୍ୟା ମନ୍ଥା ର ପ୍ରଭାବ ଦେଖାଦେଇଛି)

7 months ago | [YT] | 6

BS entertainment and News

ଗତକାଲି ଭଦ୍ରକ ରାତିରେ viral ହେଇଥିବା ଭିଡିଓ ର ଅପରାଧୀ କୁ ଧରିଲେ କେନ୍ଦୁଝର ପୋଲିସ୍ ,ଧନ୍ୟବାଦ ଦେବେ କି ନାହିଁ comment କରନ୍ତୁ।

8 months ago | [YT] | 5

BS entertainment and News

ଏ ସବୁ ତୁମମାନଙ୍କର ତୁମ ମାନଙ୍କ ଭଲପାଇବା ରେ ଗଢା ଏ ଛୋଟ କଳାକାର ଟିଏ

8 months ago | [YT] | 10

BS entertainment and News

ତୁମେ ମୋ ଦୁନିଆ ,ତୁମେ ମୋ ସାହାସ ଆଉ ତୁମେ ମୋ ଜୀବନ ର ପ୍ରତ୍ୟେକ ଟି ରକ୍ତ ବିନ୍ଦୁ ହେ ମଣିମା କେବେ ହାତ ଛାଡିବନି ଏ ଅଧମର ନହେଲେ ସତରେ ଏ ରକ୍ତ, ମାଂସ ଆଉ ହାଡ଼ର ଶରୀର ମାଟିରେ ମିଶିଯିଵ ମୋ ପାଇଁ ନହେଲେ ନାହିଁ ମୋ ଜଗା ପାଇଁ like comment au share karibe jay shree jagarnath

8 months ago (edited) | [YT] | 25

BS entertainment and News

ଆମ ଜପକୁଦ ବଜାର ମା ଦୁର୍ଗା (ସାଲେପୁର)

8 months ago | [YT] | 26